ଆମ୍ବିଳା ହାକୁଡ଼ି ହେଲେ କ’ଣ କରିବେ? | Sulfur burps/ Sour Hiccups in Odia | Dr Gyanranjan Rout
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥିଗୁଡ଼ିକ ଏସିଡ୍ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯେତେବେଳେ ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍ ସୃଷ୍ଟି କରେ, ସେତେବେଳେ ଆମ୍ବିଳା ହାକୁଡ଼ି ଆସେ, ଛାତି ଜଳେ ଓ ଅରୁଚି ଲାଗେ। ଏହାକୁ ଜିଇଆର୍ଡି ବୋଲି କୁହାଯାଏ। ତେବେ ଆମ୍ବିଳା ହାକୁଡ଼ି କାହିଁକି ହୁଏ? ଏହାକୁ ରୋକିବେ କିପରି? ସେ ବିଷୟରେ ଆଜି ଆମେ ଜାଣିବା। The gastric glands in our stomach produce acid, which helps digest food. Often after eating oily and spicy food, there are problems like sour belching (sulfur burps) and sometimes sour water coming from the mouth. So what is the cause of sulfur burps? Let's find out from Dr Gyanranjan Rout, a Gastroenterologist.