ଅଧିକ ସମୟ କମ୍ପ୍ୟୁଟରରେ କାମ କରୁଛନ୍ତି କି? | Computer Vision Syndrome (CVS) in Odia | Dr Amrita Mohanty
About this video
ଲମ୍ବା ସମୟ ଧରି କମ୍ପ୍ୟୁଟର ଆଗରେ ବସି କାମ କରିବା, କମ୍ପ୍ୟୁଟରକୁ ଚାହିଁ ରହିବା ଫଳରେ ଆଖି ଶୁଷ୍କ ହେବା, ଆଖି ପୋଡ଼ିବା, ଆଖିରୁ ପାଣି ଗଡ଼ିବା ଭଳି ସମସ୍ୟା ହୋଇଥାଏ, ଯାହାକୁ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ ବା ଆଇ ଷ୍ଟ୍ରେନ୍ ବୋଲି କୁହାଯାଏା ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ୍ର ପୀଡ଼ିତ । ତେବେ ଏଭଳି ସମସ୍ୟା ହେଲେ କ’ଣ କରିବେ? ଏହାର ଚିକିତ୍ସା କ’ଣ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି, ଆସନ୍ତୁ ଜାଣିବାା