ମାଢ଼ି ରୋଗ – କେମିତି କରିବେ ଦୂର? | Gum Disease (Gingivitis & Periodontal) in Odia | Dr Ellena Mishra

Dr Ellena Mishra12 February 20228:57242K views

About this video

ମାଢ଼ି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇଟିସ୍‌ ବୋଲି କୁହାଯାଏ । ଏହାଦ୍ଵାରା ମାଢ଼ିରେ ସଂକ୍ରମଣ ହୋଇ ମାଢ଼ି ନଷ୍ଟ ହେବା, ମାଢ଼ି ଫୁଲିଯିବା, ଦାନ୍ତ ଗଳିଯିବା ଭଳି ସମସ୍ୟା ଉପୁଜିଥାଏ । ତେବେ ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ମିଶ୍ରଙ୍କଠାରୁ ମାଢ଼ି ରୋଗର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ ଜାଣିବା।