ଶିଶୁଙ୍କର ଆଖି ସମସ୍ୟା ଥିଲେ କେମିତି ଜାଣିବେ? | Child Eye Health in Odia | Dr Devjyoti Tripathy

Dr Devjyoti Tripathy14 July 20224:4413K views

About this video

ସାଧାରଣତଃ ଆମକୁ ପଢ଼ିବା ବେଳେ, କମ୍ପ୍ୟୁଟରରେ କାମ କରିବା ବେଳେ ଯଦି ଆଖିକୁ ଦେଖାନଯାଏ, ତେବେ ଆମେ ଜାଣିପାରିଥାଉ ଆମ ଦୃଷ୍ଟି ଶକ୍ତି ଦୁର୍ବଳ ଅଛି ଏବଂ ଚକ୍ଷୁ ପରୀକ୍ଷା କରିଥାଉ। ହେଲେ ଯେତେବେଳେ ଗୋଟେ ଶିଶୁଙ୍କର ଆଖିରେ କୌଣସି ସମସ୍ୟା ହୁଏ ବା ସେମାନଙ୍କର ଦୃଷ୍ଟିଶକ୍ତି କମିଯାଏ, ସେତେବେଳେ ସେମାନେ କହିପାରନ୍ତି ନାହିଁ। ସେହି ପରିସ୍ଥିତିରେ ବାପାମା’, ଅଭିଭାବକ କେମିତି ଚିହ୍ନିବେ? ସେ ବିଷୟରେ ଆସନ୍ତୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। When children read, use phones or computers, if they can't see anything clearly then this is a sign that there could be a problem with their vision. However, even if their eyesight is impaired, they may not be able to recognise it and seek help. How can you know if your child has poor eyesight? Let's know more from Dr Devjyoti Tripathy, an Ocular Oncologist.