ଜିଭ କର୍କଟ କାହିଁକି ହୁଏ? । Dr Suman Das on Tongue Cancer in Odia | Causes, Diagnosis, and Treatment

Dr Suman Das16 August 202112:4829K views

About this video

କର୍କଟ ରୋଗ ଏକ ନୂଆ ରୋଗ ନୁହେଁ। ଏହା ଦେହର ଯେକୌଣସି ସ୍ଥାନରେ ହୋଇପାରେ। ସେହିପରି ଜିଭରେ କର୍କଟ କୋଷ ସୃଷ୍ଟି ହେଲେ ତାହାକୁ ଜିଭ କର୍କଟ ବୋଲି କୁହାଯାଏ। ତେବେ କାହିଁକି ହୁଏ ଜିଭରେ କର୍କଟ? ଜିଭରେ କର୍କଟ ହେବାର ଲକ୍ଷଣ କ’ଣ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।