କେମିତି ନେବେ ଆଖିର ଯତ୍ନ? | Dr. Sanghamitra Dash on Eye Care in Odia

Dr Sanghamitra Dash8 July 20204:1229K views

About this video

ଦୃଷ୍ଟିଶକ୍ତି ବହୁତ ମୂଲ୍ୟବାନ। ସକାଳୁ ଉଠିଲେ ଆଖିର କାର୍ଯ୍ୟ ଆରମ୍ଭ ହୋଇଥାଏ। ଦିନ ତମାମ ସମସ୍ତ କାର୍ଯ୍ୟ କରିବା ପାଇଁ ଆମେ ଆଖି ଉପରେ ନିର୍ଭର କରିଥାଉ। ତେଣୁ ଆଖିକୁ ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ। ତେବେ କେମିତି ନେବେ ଆଖିର ଯତ୍ନ? ଏନେଇ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।