ବୟସ୍କ ଲୋକଙ୍କ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ | Diet for Elderly/ Senior Citizens | Niharika Dash

Niharika Dash22 April 20263:24906 views

About this video

ବୟସ ବଢ଼ିଲେ ଆମର ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍‌, କ୍ୟାଲସିୟମଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବେଶୀ ଧ୍ୟାନ ଦେବା ଉଚିତ। ଆସନ୍ତୁ ଡାଏଟିସିଆନ୍‌ ନିହାରିକା ଦାସଙ୍କଠାରୁ ଜାଣିବା ବୟସ୍କ ଲୋକମାନେ କେଉଁ ଭଳି ଖାଦ୍ୟ ନେବା ଆବଶ୍ୟକ, ଫଳରେ ସେମାନେ ଫିଟ୍‌ ରହିବା ସହିତ ଶରୀରକୁ ଉପଯକ୍ତ ପୋଷଣ ମିଳିପାରିବ। ବୟସ୍କ ଲୋକଙ୍କ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ Elderly people are generally more vulnerable to health issues, and proper nutrition is crucial for their overall well-being. A balanced and nutrient-rich diet can help support their immune system, maintain a healthy weight, manage chronic conditions, and enhance their overall quality of life. Let's learn more from Niharika Dash, a Dietician. Diet plan for Elderly/ Senior Citizens, in Odia