ଚକ୍ଷୁଦାନ: କିଏ କରିପାରିବେ? | Who can Donate their Eyes? in Odia | Eye Donation | Dr Sujata Das
About this video
ଚକ୍ଷୁଦାନକୁପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନକରାଯାଉଛି। ଚକ୍ଷୁଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ କରିବା ଆବଶ୍ୟକତା ରହିଛି। କେମିତି କରିବେ ଚକ୍ଷୁଦାନ? ଆସନ୍ତୁ ଏ ବିଷୟରେ ଚକ୍ଷୁବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା।