ପ୍ରିମାଚ୍ୟୁର ଶିଶୁଠାରେ ସାଙ୍ଘାତିକ ଚକ୍ଷୁ ସମସ୍ୟା | Dr Tapas Ranjan Padhi on Retinopathy of Prematurity

Dr Tapas Ranjan Padhi28 February 20218:23997 views

About this video

ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କଠାରେ ଏକ ଭୟଙ୍କର ଚକ୍ଷୁ ସମସ୍ୟା ଦେଖାଯାଏ। ଏହାକୁ ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ବା ଆରଓପି ବୋଲି କୁହାଯାଏ। ଏହାକୁ ଠିକ୍ ସମୟରେ ଚିହ୍ନିବା ଦରକାର। ନଚେତ ଶିଶୁଟି ଆଗକୁ ଯାଇ ପୁରାପୁରି ଅନ୍ଧ ହୋଇଯିବାର ଆଶଙ୍କା ରହିଥାଏ। ତେବେ କେମିତି ଚିହ୍ନିବେ ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି? ଏହାର ଚିକିତ୍ସା କେମିତି କରିବେ? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ ଏନେଇ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।