ଦାନ୍ତ ଢିଲା ଲାଗୁଛି କି? | Are your Teeth becoming loose? Know Why in Odia | Dr Prajna Pattnaik

Dr Prajna Pattnaik18 April 20267:267.3K views

About this video

ଦାନ୍ତ ଢିଲା ହେବା ବା ହଲିବା ଏକ ସାଧାରଣ ସମସ୍ୟା ଯେଉଁଥିରେ ଦାନ୍ତ ମୂଳରୁ ହଲିବାକୁ ଲାଗେ। ଏହା ସାଧାରଣତଃ ମାଢିରେ କୌଣସି ସଂକ୍ରମଣ ଏବଂ ମାଡ଼ ଯୋଗୁଁ ହୋଇପାରେ। ଏନେଇ ଅଧିକ ଜାଣିବା ବିଶିଷ୍ଟ ଦନ୍ତ ଚିକିତ୍ସକ ଡାକ୍ତର ପ୍ରଜ୍ଞା ପଟ୍ଟନାୟକଙ୍କଠାରୁ, ଏହି ଭିଡିଓରେ।