ଦାନ୍ତ ହଳଦିଆ କାହିଁକି ପଡ଼େ? । Dr Pritish Patnaik on Common Dental Myths in Odia

Dr Pritish Patnaik17 July 202110:1317K views

About this video

ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଓରାଲ ଓ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକ। ଆସନ୍ତୁ ଜାଣିବା