Skip to main content

ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar

Dr Samrat Kar9 May 20229:5272K views

About this video

ପୁରୁଷଙ୍କଠାରେ ଯୌନ ଶିଥିଳତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶିଥିଳତା ହୋଇଥାଏ (ଯୌନାଙ୍ଗର ଉତ୍ଥାନ ଠିକ୍ ଭାବରେ ନହେବା)। ତେବେ ପୁରୁଷଙ୍କଠାରେ ଯୌନ ଶିଥିଳତା ବା ନପୁଂସକତା କାହିଁକି ହୁଏ? କେମିତି ଏହାର ଚିକିତ୍ସା କରିବେ? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।