ଦାନ୍ତରେ କ୍ୟାଭିଟି ହେଲେ କ’ଣ କରିବେ? | Dental Cavity in Odia | Causes & Prevention | Dr Ellena Mishra
About this video
ସଠିକ ଭାବେ ବ୍ରସ୍ ନ କରିବା ଯୋଗୁଁ ବା ଦାନ୍ତର ଯତ୍ନ ନ ନେବା ଯୋଗୁଁ ଦାନ୍ତରେ କ୍ୟାଭିଟି ହୋଇଥାଏ। ତେବେ ଦାନ୍ତରେ କ୍ୟାଭିଟଇ ହେଲେ କ’ଣ କରିବେ? ଏନେଇ ଆସନ୍ତୁ ଡାକ୍ତର ଏଲିନା ମିଶ୍ରଙ୍କଠାରୁ ଅଧିକ ଜାଣିବା। Cavities are caused by improper brushing or lack of dental care. So, what to do if you have cavities in your teeth? Can a cavity be cured on its own? Do all cavities have to be filled? Let's find out more from Dr Ellena Mishra, an Endodontics & Cosmetic Dentistry.