ଆମ୍ବିଳା ହାକୁଡ଼ି ହେଲେ କ’ଣ କରିବେ? | Sulfur Burps in Odia | Dr Subhasri Subhadarsini

Dr Subhasri Subhadarsini25 August 202212:0116K views

About this video

ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥିଗୁଡ଼ିକ ଏସିଡ୍‌ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯେତେବେଳେ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍‌ ସୃଷ୍ଟି କରେ, ସେତେବେଳେ ଆମ୍ବିଳା ହାକୁଡ଼ି ଆସେ, ଛାତି ଜଳେ ଓ ଅରୁଚି ଲାଗେ। ଏହାକୁ ଜିଇଆର୍‌ଡି ବୋଲି କୁହାଯାଏ। ତେବେ ଆମ୍ବିଳା ହାକୁଡ଼ି କାହିଁକି ହୁଏ? ଏହାକୁ ରୋକିବେ କିପରି? ସେ ବିଷୟରେ ଡାକ୍ତର ଶୁଭଶ୍ରୀ ଶୁଭଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।