ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି - କାରଣ ଓ ଚିକିତ୍ସା |Dr Tapas Ranjan Padhi on Retinopathy of Prematurity
About this video
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ବା ଆରଓପି ଏକ ଭୟଙ୍କର ଚକ୍ଷୁ ସମସ୍ୟା। ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କଠାରେ ଏହି ସମସ୍ୟା ଦେଖାଦେଇଥାଏ। ଏହାକୁ ଚିହ୍ନି ନପାରିଲେ ଶିଶୁଟି ପୁରାପୁରି ଅନ୍ଧ ହୋଇଯିବାର ଭୟ ରହିଥାଏ। ତେବେ କ'ଣ ଏହି ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି? ଏହାକୁ କେମିତି ଆମେ ଚିହ୍ନିବା? ଏହାର ଚିକିତ୍ସା କେମିତି ସମ୍ଭବ? ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି (ଆରଓପି) କ'ଣ? ଆରଓପି ହେବାର କାରଣ କ'ଣ? ଆର୍ଓପି ଚିହ୍ନିବା ପାଇଁ କେମିତି କରିବେ ପରୀକ୍ଷା? ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟିର ଚିକିତ୍ସା ଓଡ଼ିଶାରେ କ'ଣ ରହିଛି ଚିକିତ୍ସା ବ୍ୟବସ୍ଥା? Retinopathy of Prematurity, or ROP, is a serious eye problem. This problem occurs in babies born prematurely. Failure to recognize this can lead to the risk of blindness in newborns. What is this Retinopathy of Prematurity? How do we recognize it? How is it possible to treat it? Let's find out what ophthalmologist Dr. Tapas Ranjan Padhi, has to say. What is Retinopathy of Prematurity (ROP)? What is the reason for ROP? How to test for ROP? Treatment of Retinopathy of Prematurity What are the treatment options available in Odisha?