ବ୍ରେନ୍ ଆନ୍ୟୁରିଜମ୍: କ’ଣ? | Brain Aneurysm: Are you at risk? in Odia | Symptoms | Dr T Seetam Kumar
About this video
ମସ୍ତିଷ୍କକୁ ରକ୍ତ ପ୍ରବାହ କରୁଥିବା ଧମନୀ ବା ଶୀରା କୌଣସି କାରଣରୁ ଦୁର୍ବଳ ହୋଇଗଲେ ବା ଫୁଲିଗଲେ ତାକୁ ବ୍ରେନ୍ ଆନ୍ୟୁରିଜମ୍ କୁହାଯାଏ। ଏହା ଯୋଗୁଁ ବ୍ୟକ୍ତିଙ୍କର ଅସହ୍ୟ ମୁଣ୍ଡ ବିନ୍ଧା ହୁଏ ବା ପାରାଲିସିସ୍ ହେବାର ଆଶଙ୍କା ହୋଇଥାଏ। ଆସନ୍ତୁ ନ୍ୟୁରୋ ଏବଂ ଭାସ୍କୁଲାର ରେଡିଓଲୋଜିଷ୍ଟ ଡାକ୍ତର ଟି ସିତମ୍ କୁମାରଙ୍କଠାରୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା।