Skip to main content

ମୁଖ କର୍କଟ: ରୋକିବେ କିପରି? | Oral Cancer/ Mouth Cancer: How to Treat? in Odia | Dr Manindra Nayak

Dr Manindra Nayak31 December 20246:32100K views

About this video

ମୁଖରେ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ସ୍ଥାନରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାନ୍‌ସର କୁହାଯାଏ। ହେଲେ ପାଟିରେ କର୍କଟ କାହିଁକି ହେଉଛି ଏବଂ ଏହାର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ କ୍ୟାନ୍‌ସର ସର୍ଜନ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ ଅଧିକ ଜାଣିବା।