ଦାନ୍ତ ହଳଦିଆ ପଡ଼ୁଛି କି? | Causes of Yellow Teeth in Odia | Dr Arpita Dash
About this video
ମୁହଁର ସୌନ୍ଦର୍ଯ୍ୟରେ ଦାନ୍ତର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକଙ୍କର କୌଣସି କାରଣରୁ ଦାନ୍ତର ରଙ୍ଗ ହଳଦିଆ ପଡ଼ିଯାଇଥାଏ। ତେବେ ଏହା କୌଣସି ଦାନ୍ତ ଜନିତ ସମସ୍ୟା କି? ଏ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ, ଆସନ୍ତୁ ଜାଣିବା। Teeth are an important part of our body. Improper tooth care may lead to various diseases in the mouth. Many people have yellow teeth for some reason. So is this a dental problem? Let's know more from Dr Arpita Dash, a Dental Surgeon.