Skip to main content

ଭିଟାମିନ୍ ଡି’ ଅଭାବ ହେଲେ କେମିତି ଜାଣିବେ? | Vitamin D Deficiency in Odia | Dr Niroj Kumar Mishra

Dr Niroj Kumar Mishra15 August 202611:22309 views

About this video

ବର୍ତ୍ତମାନ ସମୟରେ ଭାରତରେ ଅଧିକାଂଶ ଲୋକଙ୍କଠାରେ ଭିଟାମିନ୍ ଡି’ ଅଭାବ ରହୁଥିବା ଜଣାପଡ଼ିଛି । ଅନେକ ଲୋକ ଏହି ବିଷୟରେ ଜାଣି ପାରନ୍ତି ନାହିଁ। ତେଣୁ ଏହାର ଲକ୍ଷଣକୁ ଅଣଦେଖା କରନ୍ତି। ଯାହା ଫଳରେ ଭିଟାମିନ୍ ଡି’ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ। ଭିଟାମିନ୍ ଡି’ ଅଭାବ ହେଲେ କେଉଁ ଲକ୍ଷଣ ଦେଖାଦିଏ? ଭିଟାମିନ୍ ଡି’ ଅଭାବକୁ କେମିତି ଦୂର କରିବେ? ଆସନ୍ତୁ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏନେଇ ଅଧିକ ଜାଣିବା।