ଦୀପାବଳି - କାର୍ବାଇଡ୍ ଗନ୍ ପ୍ରତି ସାବଧାନ! | Carbide Gun Eye Injuries - Diwali | Dr Srikant Sahu
Dr Srikant Sahu22 October 20224:281.3K views
About this video
ଦୀପାବଳି ସମୟରେ ଲୋକଙ୍କ ଚାହିଦା ଅନୁଯାୟୀ ବଜାରକୁ ପ୍ରତିବର୍ଷ ଭଳି କି ଭଳି ବାଣ ଆସିଥାଏ। ହେଲେ ସେଇ ବାଣ ଅନେକ ସମୟରେ ବିପଦପୂର୍ଣ୍ଣ ପାଲଟିଥାଏ। ଯେପରିକି କାର୍ବାଇଡ୍ ଗନ୍ ଭଳି ଏକ ଘାତକ ଜିନିଷ ମାର୍କେଟକୁ ଆସିଛି। ଏହାକୁ ଲୋକେ ବାଣ ଭଳି ବ୍ୟବହାର କରୁଛନ୍ତି। କାର୍ବାଇଡ୍ ଏକ ରାସାୟନିକ ଦ୍ରବ୍ୟ। ତେଣୁ ଏହାର ବାଣ ଭଳି ବ୍ୟବହାର ବିପଜ୍ଜନକ ହୋଇପାରେ। ବିଶେଷକରି ଏହା ଆମ ଆଖିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। କାର୍ବାଇଡ୍ ଗନ୍ କ’ଣ, ଏହା କିପରି ଆଖିକୁ ପ୍ରଭାବିତ କରୁଛି ଓ କେମିତି ନିଜକୁ ଏଥିରୁ ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ କ’ଣ କହୁଛନ୍ତି?