ଆଖିରେ ସଂକ୍ରମଣ ବା ୟୁଭିଆଇଟିସ୍‌ କ’ଣ? | Uveitis in Odia | Dr Anup Kelgaonkar

Dr Anup Kelgaonkar23 July 202214:083.3K views

About this video

ଆଖିରେ ସଂକ୍ରମଣ ହେବାକୁ ୟୁଭିଆଇଟିସ୍‌ ବୋଲି କୁହାଯାଏ। ତେବେ ୟୁଭିଆଇଟିସ୍‌ କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ୟୁଭିଆଇଟିସ୍‌ ଏବଂ ରେଟିନା ବିଶେଷଜ୍ଞ ଡାକ୍ତର ଅନୁପ କେଲ୍‌ଗାଓଁକର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।