ବାରମ୍ବାର ତୁଣ୍ଡ ଘା’ ହେବାର କାରଣ କ’ଣ? | What causes Mouth Ulcers? in Odia | Dr Elina Choudhury
About this video
ତୁଣ୍ଡ ଘା’ ଏଭଳି ଏକ ସମସ୍ୟା ଯାହା ଊଣା ଅଧିକେ ସମସ୍ତେ ଭୋଗିଥିବେ। ସାଧାରଣତଃ ଏହି ଘା‘ ୧ ରୁ ୨ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଏ। ଯଦି ଅଧିକ ଦିନ ଧରି ଘା’ ଠିକ୍ ନହୁଏ ଏବଂ ସଂକ୍ରମଣ ବଢ଼ିଯାଏ ତେବେ ଏହା କୌଣସି ରୋଗର ଲକ୍ଷଣ ହୋଇପାରେ। ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୂରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବାରମ୍ବାର ତୁଣ୍ଡ ଘା’ ହେବାର କାରଣ କ’ଣ? Mouth Ulcers are painful spots or lesions that can appear inside the mouth, including on the tongue, inner cheeks, lips, or gums. If Ulcers are persistent or severe, it is important to consult a doctor. What causes Mouth Ulcers? Let’s learn more from Dr Elina Choudhury, a Dental Surgeon. What causes Mouth Ulcers? in Odia