ଆଖି ଧରେ କାହିଁକି? | Causes of Eye Redness in Odia | Dr Surjya Kiran Patnaik
About this video
ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଫଳରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା ଭଳି ସମସ୍ୟା ହୋଇଥାଏ। ତେବେ ଆଖି ଧରିବାର କାରଣ ଓ ଏହାର ଉପଚାର ବିଷୟରେ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Problems such as redness of eyes are more common during the rainy season. This is usually caused by a bacterial infection, allergy & eye fatigue. This can also lead to watery eyes and redness of the eyes. Let's find out more from Dr Surjya Kiran Patnaik, an Ophthalmologist.