କ୍ୟାନସର - କାରଣ, ଲକ୍ଷଣ ଓ ଚିକିତ୍ସା | Dr. Sanjib Kumar Mishra on symptoms & treatment of Cancer in Odia

Dr Sanjib Kumar Mishra9 June 202010:5420K views

About this video

ଭାରତରେ ପ୍ରତିବର୍ଷ ପ୍ରତି ଏକ ଲକ୍ଷ ଜନସଂଖ୍ୟାରୁ ୭୦-୮୦ ଜଣ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି। ପୁରୁଷଙ୍କଠାରେ ମୁଖ ଗହ୍ୱର କର୍କଟ ଏବଂ ଫୁସଫୁସ କର୍କଟ ଅଧିକ ଦେଖାଯାଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଓ ସର୍ଭାଇକଲ୍ କ୍ୟାନସର ମୃତ୍ୟୁର ପ୍ରମୁଖ କାରଣ ଅଟେ। ତେବେ କାହିଁକି ହୁଏ କ୍ୟାନସର। ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।