କେତେକ ରଙ୍ଗ ଚିହ୍ନି ନପାରିବା: କାରଣ କ’ଣ? | What is Colour Blindness? in Odia | Dr Swati Samant
About this video
କଲର୍ ବ୍ଲାଇଣ୍ଡନେସ୍ ହେଉଛି ଏକ ଚକ୍ଷୁଜନିତ ସମସ୍ୟା, ଯେଉଁଥିରେ ଲୋକମାନେ କିଛି ରଙ୍ଗକୁ ସଠିକ୍ ଭାବରେ ଚିହ୍ନଟ କରିପାରନ୍ତି ନାହିଁ। ସାଧାରଣତଃ ଲାଲ୍ ଓ ସବୁଜ, ନୀଳ ଆଦି ରଙ୍ଗକୁ ସହଜରେ ଜାଣିପାରନ୍ତି ନାହିଁ। ଏହାର କାରଣ କ’ଣ ହୋଇପାରେ? ଏହାର ଚିକିତ୍ସା ସମ୍ଭବ କି? ଆସନ୍ତୁ, ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ସାମନ୍ତଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।