କୃତ୍ରିମ ଆଖି କେତେବେଳେ ଦରକାର? | Artificial Eyes / Ocular Prosthesis in Odia | Dr Arunima Mishra
About this video
ଆଖିରେ ଆଘାତ ଲାଗି ହେଉ ବା କୌଣସି କାରଣରୁ ଆଖି ନଷ୍ଟ ହୋଇଯାଇଥିଲେ ଏହା ଏକ ପ୍ରକାର ସୌନ୍ଦର୍ଯ୍ୟ ହାନି କରାଇଥାଏ। ଏଭଳି ପରିସ୍ଥିତିରେ କୃତ୍ରିମ ଆଖି ଲଗାଯାଇଥାଏ। କୃତ୍ରିମ ଆଖିରେ ଦେଖି ନ ପାରିଲେ ବି ଏହା ଆଖି ସଦୃଶ ହୋଇଥାଏ, ଯାହାକି ସୌନ୍ଦର୍ଯ୍ୟ ପାଇଁ ଲଗାଯାଇଥାଏ। ଆସନ୍ତୁ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରୁଣିମା ମିଶ୍ରଙ୍କଠାରୁ କୃତ୍ରିମ ଚକ୍ଷୁ ବିଷୟରେ ଅଧିକ ଜାଣିବା।