Skip to main content

ପିଲା ହେଉନି କି?| IUI ଚିକିତ୍ସା କେବେ ଦରକାର? |IUI vs IVF: Which is Right for you?| Dr Nihar Ranjan Bhoi

Dr Nihar Ranjan Bhoi1 August 202614:211.8K views

About this video

ଆଇୟୁଆଇ ବା ଇଣ୍ଟ୍ରାୟୁଟେରାଇନ୍ ଇନ୍‌ସେମିନେସନ୍। ବନ୍ଧ୍ୟାଦୋଷ (ଇନ୍‌ଫର୍ଟିଲିଟି) ଥିଲେ ଏହି ଚିକିତ୍ସା ପଦ୍ଧତି ମାଧ୍ୟମରେ ଦମ୍ପତି ଗର୍ଭଧାରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତୁ ଆଇଭିଏଫ୍ ଏବଂ ଫର୍ଟିଲିଟି ସ୍ପେଶାଲିଷ୍ଟ ନିହାର ରଞ୍ଜନ ଭୋଇଙ୍କଠାରୁ ଆଇୟୁଆଇ ବିଷୟରେ ଅଧିକ ଜାଣିବା।