ମେନୋପଜ୍‌ ସମୟରେ ଡାଏଟ୍‌ | Diet during Menopause, in Odia | What to Eat & Avoid? | Niharika Dash

Niharika Dash17 May 20254:072.5K views

About this video

ମେନୋପଜ୍‌ ସମୟରେ ମହିଳାଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦିଏ, ଯେପରିକି ମୁଡ୍‌ ସୁଇଙ୍ଗ, ହଟ୍‌ ଫ୍ଲାସେସ୍‌। ଏହାଛଡ଼ା ଏହି ସମୟରେ ମହିଳାଙ୍କଠାରେ କ୍ୟାଲ୍‌ସିୟମ୍ ଅଭାବ ଏବଂ ଅଷ୍ଟିଓପୋରସିସ୍‌ ବା ହାଡ଼ କ୍ଷୟ ହେବାର ସମସ୍ୟା ହୋଇଥାଏ। ତେଣୁ, ଏହି ସମୟରେ ଡାଏଟ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ଜାଣିବା ମେନୋପଜ୍ ସମୟରେ ମହିଳାଙ୍କ ଡାଏଟ୍‌ ସମ୍ପର୍କରେ – ଡାଏଟିସିଆନ୍‌ ନିହାରିକା ଦାଶଙ୍କର ଏହି ଭିଡିଓରେ।