ଦାନ୍ତର ଯତ୍ନ ନେବେ କେମିତି? | Dr Rajiv Sethi on Dental Health & Oral Hygiene in Odia
About this video
ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଦାନ୍ତର ସଠିକ ଯତ୍ନ ନନେଲେ ପାଟିରେ ବିଭିନ୍ନ ରୋଗ ହୋଇପାରେ। ଯଦି ଦାନ୍ତର ଯତ୍ନ ନନିଅନ୍ତି ତେବେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ୱର କର୍କଟ ରୋଗ ଯାଏଁ, ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ। ତେବେ କେମିତି ନେବା ଦାନ୍ତର ଯତ୍ନ? ଏନେଇ ଦାନ୍ତରୋଗ ବିଶେଷଜ୍ଞ ଡାକ୍ତର ରାଜୀବ ସେଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।