ନବଜାତ ଶିଶୁଙ୍କ ପାଟିର ଯତ୍ନ କିପରି ନେବେ? | Teeth & Gum Care for Infants in Odia | Dr Dolly Lath
About this video
ସମସ୍ତଙ୍କ ଭଳି ନବଜାତ ଶିଶୁଙ୍କର ମଧ୍ୟ ପାଟିର ଯତ୍ନ ନେବା ନିହାତି ଜରୁରୀ। କାରଣ ନବଜାତ ଶିଶୁ ସାଧାରଣତଃ ମା’କ୍ଷୀର ଖାଇଥାଆନ୍ତି। ତାହା ମଧ୍ୟ ପାଟିରେ ରହି ବ୍ୟାକ୍ଟେରିଆ ସୃଷ୍ଟି କରିଥାଆନ୍ତି। ତେଣୁ ସେମାନଙ୍କ ପାଟିର ଯତ୍ନ ନେବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଡଲି ଲାଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It is important to take care of your baby's mouth. This is because newborns usually drink breast milk that can breed bacteria in the mouth. So it is important to take care of their mouths. How do you care for a newborn's mouth? Let's know more from Dr Dolly Lath, Dental Surgeon.