କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ? ଲକ୍ଷଣ ଓ ନିରାକରଣ | Dr Swati Samant On Computer Vision Syndrome in Odia
Dr Swati Samant On Computer Vision Syndrome24 December 20204:442.9K views
About this video
ଲମ୍ବା ସମୟ କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି କି! ତେବେ ଜାଣି ରଖନ୍ତୁ, ଆପଣଙ୍କୁ ହୋଇପାରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ। ଅଧିକ ସମୟ କମ୍ପ୍ୟୁଟରକୁ ଚାହିଁ ରହିବା, ଖରାପ ଶୈଳୀରେ ବସି କାମ କରିବା ତଥା ଅନ୍ୟାନ୍ୟ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ତେବେ, କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଚିକିତ୍ସା କେମିତି ହୁଏ? ଏହାକୁ ରୋକିବା କେମିତି? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା।