ପିଲାଙ୍କଠାରେ ମୋଟାପଣ – କେମିତି କମାଇବେ? | Child Obesity Diet in Odia | Niharika Dash
About this video
ଆଜିକାଲି ଅଧିକାଂଶ ଶିଶୁମାନଙ୍କ କ୍ଷେତ୍ରରେ ମୋଟାପଣ ଦେଖିବାକୁ ମିଳୁଛି। ଏଥିପାଇଁ ଛୋଟବେଳୁ ନାନାଦି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେବେ ପିଲାମାନଙ୍କର ମେଦବହୁଳତା କେମିତି କମାଇବେ? କେଉଁ ଭଳି ଖାଦ୍ୟ ପିଲାମାନଙ୍କୁ ଦେବେ? ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଏନେଇ ଅଧିକ ଜାଣିବା।