ବାହାଡ଼ା ଦାନ୍ତକୁ କେମିତି କରିବେ ଠିକ୍? | Causes & Treatment of Crooked Teeth in Odia | Dr Arpita Dash
About this video
ବାହାଡ଼ା ଦାନ୍ତ ହେବାର ବିଭିନ୍ନ କାରଣ ଥାଇପାରେ। ଛୁଆବେଳୁ ଯଦି ଏହାକୁ ଠିକ କରାନଯାଏ, ତେବେ ଭବିଷ୍ୟତରେ ଏହା ଠିକ୍ ହେବା ପାଇଁ ବେଶୀ ସମୟ ଲାଗିପାରେ। ତେବେ ବାହାଡ଼ା ଦାନ୍ତ କାହିଁକି ହୁଏ? ଏହାକୁ କେମିତି କରିବେ ଠିକ୍? ଏନେଇ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।