Skip to main content

ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା? । Dr Pritish Patnaik on Dental Cavity in Odia

Dr Pritish Patnaik9 July 202116:06332K views

About this video

ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧୀରେ ଧୀରେ ଦାନ୍ତରେ ପରସ୍ତ ହୋଇ ଲାଗିଥାଏ। ଏହାଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଏହି ଛିଦ୍ରରେ ଦାନ୍ତରେ ପୋକ ଲାଗିବା ଆରମ୍ଭ ହୁଏ। ଏହାବ୍ୟତୀତ ଦାନ୍ତରେ ସଂକ୍ରମଣ ହେଲେ ମଧ୍ୟ କ୍ୟାଭିଟି ସୃଷ୍ଟି ହୋଇପାରେ। ଏହାକୁ ଠିକ୍‌ ସମୟରେ ଚିକିତ୍ସା ନ କଲେ ଦାନ୍ତ ନଷ୍ଟ ହେବାର ସମ୍ଭାବନା ରହିଛି। ତେବେ ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।