ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି? | Causes of Bad Breath in Odia | Dr Arpita Dash

Dr Arpita Dash1 November 20213:57233K views

About this video

ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତିତ ଥାଆନ୍ତି। କାରଣ ଏହା ଦ୍ୱାରା ସେମାନେ କାହା ସହ ଠିକ୍‌ ଭାବେ କଥା ହୋଇ ପାରନ୍ତି ନାହିଁ, ନା କାହା ପାଖରେ ବସା ଉଠା କରିପାରନ୍ତି। ତେବେ ପାଟିରୁ ଦୁର୍ଗନ୍ଧ ଦୂର କରିବେ କେମିତି, ସେ ନେଇ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ, କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Bad breath is also known as halitosis. Breath odor affects everyone at some point. Many people are worried about bad breath. Because of this, they can't talk to anyone properly, or they can sit down with anyone. Let's know more from Dr Arpita Dash, a Dental Surgeon. pati ru durgandha kahinki bahare? pati smell huye kahinki pati ru smell baharile kana karibe bad breath kana kana kahuchanti doctor mouth smell kahinki huye