ଭୀଷଣ ଦାନ୍ତ ବିନ୍ଧା ହେଉଛି କି? | Tooth Pain/ Tooth Ache: How to Treat? in Odia | Dr Prajna Pattnaik
About this video
ଦାନ୍ତ ମାଢ଼ି ଓ ଏହାର ଶିରାପ୍ରଶିରାରେ କିଛି ସମସ୍ୟା ହେଲେ ଦାନ୍ତ ବିନ୍ଧା ହୋଇଥାଏ। ସାଧାରଣତଃ ଦାନ୍ତରେ ଖାଦ୍ୟ ଜମା ହୋଇ ସେଥିରେ ବ୍ୟାକ୍ଟେରିଆ ହେଲେ ମଧ୍ୟ ଦାନ୍ତ ପୀଡ଼ା ହୋଇଥାଏ। ଦାନ୍ତ ବିନ୍ଧାର ଅନେକ କାରଣ ରହିଛି। ଏହାର ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞା ପଟ୍ଟନାୟକ, ଆସନ୍ତୁ ଜାଣିବା।