କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କ'ଣ? | Dr Sujata Das on Cornea Transplant in Odia

Dr Sujata Das28 September 20206:571.8K views

About this video

କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ। କର୍ଣ୍ଣିଆର ମୁଖ୍ୟ କାର୍ଯ୍ୟ ହେଉଛି ଏହା ଆଖିକୁ ଦେଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଦେଇ ଲାଇଟ୍ ପାସ୍ କଲେ ଆମକୁ ଦୃଶ୍ୟମାନ ହୋଇଥାଏ। ଜନ୍ମରୁ କିମ୍ବା ଅନ୍ୟାନ୍ୟ କାରଣରୁ ଏହି କର୍ଣ୍ଣିଆ ଖରାପ ହୋଇଗଲେ ଆମେ କିଛି ଦେଖିପାରିନଥାଉ। ଏହି ପରିସ୍ଥିତିରେ ଅପରେସନ ଜରିଆରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥାଏ। ଏହାକୁ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ। ତେବେ କେମିତି ହୁଏ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ? ଏହା କାହାକୁ ଦରକାର ପଡ଼େ? ଅପରେସନ ପରେ କିଭଳି ସାବଧାନତା ଅବଲମ୍ବନ କରିବାକୁ ହେବ? ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସ କ'ଣ କହୁଛନ୍ତି ଆସନ୍ତୁ ଜାଣିବା । କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ କ'ଣ? କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ୍ କାହାକୁ ଦରକାର? କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ କେମିତି ହୁଏ? କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ ପରେ ସାବଧାନତା କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ କେତେ ନିରାପଦ? କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ ପରେ ଚକ୍ଷୁ ସମସ୍ୟା ଦେଖାଦେଇପାରେ କି? Cornea helps the eyes to see everything around us. Things are visible when light hits the cornea. We can't see anything when this cornea gets affected from birth or due to any disease. In this case, the cornea is surgically implanted. This is called corneal transplantation. So how does corneal transplantation happen? Who needs it? What precautions should be taken after the operation? Let's find from Dr. Sujata Das, an ophthalmologist. What is a cornea transplant? Who needs a cornea transplant? How does the cornea transplant happen? Caution after a cornea transplant How safe is a cornea transplant? Can eye problems occur after corneal transplantation?