ଡାଏବେଟିସ୍ ରୋଗୀଙ୍କ ଦାନ୍ତ ସମସ୍ୟା | Dental Problem in Diabetes Patient, in Odia | Dr Lipsa Padhi
About this video
ଡାଏବେଟିସ୍ ରୋଗୀଙ୍କଠାରେ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ଦେଖାଦେଇପାରେ। ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ ନକଲେ ଜଟିଳତା ସ୍ବରୂପ ଏହା ବିଭିନ୍ନ ଦାନ୍ତ ରୋଗ ଯଥା, ଦାନ୍ତ ପୋକ ଖାଇବା, ମାଢ଼ି ରୋଗ, ପାଟିରୁ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖାଦେଇପାରେ। ଆସନ୍ତୁ, ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ମିଶ୍ରଙ୍କଠାରୁ ଏବିଷୟରେ ଅଧିକ ଜାଣିବା।