ଶିଶୁ ଜନ୍ମ ହେବା ପରେ ମା’ କ’ଣ ଖାଇବେ? | Post Pregnancy Diet in Odia | Niharika Dash
About this video
ପ୍ରସବ ପରବର୍ତ୍ତୀ ସମୟ ମା'ଙ୍କର ସାମଗ୍ରିକ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଉଭୟ ମା’ ଓ ଶିଶୁକୁ ପୋଷଣ ଦେଇଥାଏ। ପ୍ରବସ ପରେ ମା’ଙ୍କ ଡାଏଟ୍ ପ୍ଲାନ୍ କେମିତି ହେବା ଆବଶ୍ୟକ? ଆସନ୍ତୁ ଜାଣିବା ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ।