Skip to main content

ସହବାସରେ ଅନିଚ୍ଛା: କାରଣ କ’ଣ? | Why does Sexual Desire Decrease? in Odia | Dr Debabrata Sabat

Dr Debabrata Sabat2 August 20264:30340 views

About this video

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଯୌନ ସମସ୍ୟା ଦେଖାଦେଉଛି। ଉଭୟ ପୁରୁଷ ଏବଂ ମହିଳା ସହବାସରେ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହାର ବିଭିନ୍ନ କାରଣ ରହିଛି। ଏହି ସମସ୍ୟାକୁ ଚିହ୍ନି କିପରି ତା’ର ନିରାକରଣ କରିବେ ସେନେଇ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ସହବାସରେ ଅନିଚ୍ଛା ପ୍ରକାଶ କରିବାର କାରଣ କ’ଣ? Loss of Libido, or reduced sexual desire, can affect both men and women at different stages of life. While temporary changes in sexual desire are common, a persistent decrease may affect overall well-being, relationships, and quality of life. When to consult a doctor for Loss of Libido? Let’s learn more from Dr Debabrata Sabat, an Andrologist. What causes Loss of Libido? in Odia