ଗ୍ରହଣ ଖଣ୍ଡିଆ: କେମିତି ଭଲ ହେବ? | Cleft Lip in Odia | Treatments & Prevention | Lopamudra Tripathy

Lopamudra Tripathy11 February 20237:311.2K views

About this video

ଆମେ ସମସ୍ତେ ଛୋଟ ପିଲାଙ୍କର ଗ୍ରହଣଖଣ୍ଡିଆ ହୋଇଥିବାର ଦେଖିଥିବା। ଏହାର କାରଣ କ’ଣ? ଏହାର ଚିକିତ୍ସା କେମିତି ହୁଏ? ଆସନ୍ତୁ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପଠୀଙ୍କଠାରୁ ଏନେଇ ଅଧିକ ଜାଣିବା।