ଆଖିରୁ ପାଣି ଗଡ଼ିଲେ କ’ଣ କରିବେ? | Watery Eyes in Odia (Epiphora) | Dr Suryasnata Rath

Dr Suryasnata Rath29 June 20224:0411K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକଙ୍କଠାରେ ଆଖିରୁ ଅତ୍ୟଧିକ ପାଣି ଗଡୁଥିବା ଦେଖିବାକୁ ମିଳେ। ଏହା ଏକ ଚକ୍ଷୁଜନିତ ସମସ୍ୟା। ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା। The eye is a sensitive part of our body. The tears in our eyes keep the eye moist. Tears also help cleanse the small particles in the eye. Watery eyes result from one or both eyes producing too many tears. How do you treat watery eyes? What are the causes of watery eyes? Let's know more from Ophthalmologist Dr Suryasnata Rath.