ଡାଏବେଟିକ୍ ରେଟିନୋପାଥି – ମଧୁମେହ ରୋଗୀଙ୍କ ଚକ୍ଷୁ ସମସ୍ୟା | Dr Umesh Chandra Behera on Diabetic Retinopathy
About this video
ଡାଏବେଟିସ୍ ବା ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ଅଧିକାଂଶ ଲୋକ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଅପରିବର୍ତ୍ତିତ ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ତଥା ମାନସିକ ଅବସାଦ ଏହି ରୋଗର ମୁଖ୍ୟ କାରଣ। ମଧୁମେହ ରୋଗୀଙ୍କ ନିକଟରେ ଆଉ ଏକ ସମସ୍ୟା ମଧ୍ୟ ଦେଖାଯାଏ ତାହା ହେଉଛି ଚକ୍ଷୁ ସମସ୍ୟା। ଯାହାକୁ ଡାଏବେଟିକ୍ ରେଟିନୋପାଥି କୁହାଯାଏ। ତେବେ ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଊମେଶ ଚନ୍ଦ୍ର ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।