ବୟସ୍କଙ୍କ ପାଇଁ ଡାଏଟ୍‌ | Food & Diet for Elderly / Senior Citizens in Odia | Niharika Dash

Niharika Dash13 May 20239:0020K views

About this video

ବୟସ ବଢ଼ିଲେ ଆମର ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍‌, କ୍ୟାଲସିୟମ ଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବେଶୀ ଧ୍ୟାନ ଦେବା ଉଚିତ। ଆସନ୍ତୁ ଡାଏଟିସିଆନ୍‌ ନିହାରିକା ଦାସଙ୍କଠାରୁ ଜାଣିବା ବୟସ୍କ ଲୋକମାନେ କେଉଁ ଭଳି ଖାଦ୍ୟ ନେବା ଆବଶ୍ୟକ, ଫଳରେ ସେମାନେ ଫିଟ୍‌ ରହିବା ସହିତ ଶରୀରକୁ ଉପଯକ୍ତ ପୋଷଣ ମିଳିପାରିବ।