ମାଢ଼ି ଝିମ୍‌ ଝିମ୍‌ ହେଉଛି କି? | Gum/ Teeth Sensitivity in Odia | Causes & Treatments | Dr Dolly Lath

Dr Dolly Lath19 April 202212:574.3K views

About this video

ଅଧିକାଂଶ ଲୋକଙ୍କର ଅତ୍ୟଧିକ ଗରମ ବା ଥଣ୍ଡା ଜିନିଷ ମାଢ଼ିରେ ବାଜିଲେ ମାଢ଼ି ଝିମ୍‌ ଝିମ୍‌ ହୋଇଯାଏ, ଯାହାକୁ ସେନ୍‌ସିଟିଭିଟି ବା ସମ୍ବେଦନଶୀଳ ମାଢ଼ି କୁହାଯାଏ। ତେବେ ଏହା କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଡଲି ଲାଥ, ଆସନ୍ତୁ ଜାଣିବା।