ମାଢ଼ି ଝିମ୍ ଝିମ୍ ହେଉଛି କି? | Gum/ Teeth Sensitivity in Odia | Causes & Treatments | Dr Dolly Lath
About this video
ଅଧିକାଂଶ ଲୋକଙ୍କର ଅତ୍ୟଧିକ ଗରମ ବା ଥଣ୍ଡା ଜିନିଷ ମାଢ଼ିରେ ବାଜିଲେ ମାଢ଼ି ଝିମ୍ ଝିମ୍ ହୋଇଯାଏ, ଯାହାକୁ ସେନ୍ସିଟିଭିଟି ବା ସମ୍ବେଦନଶୀଳ ମାଢ଼ି କୁହାଯାଏ। ତେବେ ଏହା କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଡଲି ଲାଥ, ଆସନ୍ତୁ ଜାଣିବା।