କେମିତି ନେବେ ଦାନ୍ତର ଯତ୍ନ? | Dr. Rajiv Sethi on Dental Care in Odia

Dr Rajiv Sethi29 May 202012:0321K views

About this video

ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଦାନ୍ତର ସଠିକ ଯତ୍ନ ନନେଲେ ପାଟିରେ ବିଭିନ୍ନ ରୋଗ ହୋଇପାରେ। ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ୱର କର୍କଟ ରୋଗ ଯାଏଁ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ। ତେବେ କେମିତି ନେବା ଦାନ୍ତର ଯତ୍ନ? ଏନେଇ ଡାକ୍ତର ରାଜୀବ ସେଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।