ପ୍ରୋଷ୍ଟେଟ୍‌ ସମସ୍ୟା: କେମିତି ଭଲ ହେବ? | Prostate Enlargement in Odia | Dr Pradeepta Kumar Panda

Dr Pradeepta Kumar Panda24 January 202311:2821K views

About this video

ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ତେବେ ଏହି ପ୍ରୋଷ୍ଟେଟ୍ ସମସ୍ୟା କ'ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ କୁମାର ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।