ବାର୍ଥୋଲିନ୍‌ ସିଷ୍ଟ କ’ଣ? | Bartholin Cyst: How to Prevent? in Odia | Dr Monalisha Naik

Dr Monalisha Naik7 April 20268:42700 views

About this video

ବାର୍ଥୋଲିନ୍‌ ସିଷ୍ଟ ହେଉଛି ଯୋନି ଦ୍ୱାରରେ ହୋଇଥିବା ଏକ ସିଷ୍ଟ। ଏହା କାହିଁକି ହୁଏ? ଏହାର ଚିକିତ୍ସା କାହିଁକି ଜରୁରୀ? ଏନେଇ ଅଧିକ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲିଶା ନାଏକଙ୍କଠାରୁ, ଏହି ଭିଡିଓରେ।