ଦାନ୍ତ ପୋକ ଖାଇଛି କି? | Symptoms & Causes of Tooth Decay/Cavities in Odia | Dr Pritish Patnaik
About this video
ଦାନ୍ତରେ ସଂକ୍ରମଣ ହେଲେ କ୍ୟାଭିଟି ସୃଷ୍ଟି ହୋଇପାରେ। ଏହାକୁ ଠିକ୍ ସମୟରେ ଚିକିତ୍ସା ନ କଲେ ଦାନ୍ତ ନଷ୍ଟ ହେବାର ସମ୍ଭାବନା ରହିଛି। ତେବେ ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। When we eat something, some part of it gets stuck between our teeth, which is attacked by the bacteria present in the mouth. The bacteria produce acid which forms dark spots and pits on the teeth called tooth decay. Let's know more from Dr Pritish Patnaik, an Oral & Maxillofacial Surgeon.